ବଲାଙ୍ଗୀର: ସ୍ଥାନୀୟ ଲକ୍ଷ୍ମୀ‌ଯୋରର ଉନ୍ନତୀକରଣ ପାଇଁ ସ୍ଥାନୀୟ ହାଟପଦାପଡ଼ାରେ ପୌରପାଳିକା କିଛି ଦିନ ଆଗରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଦେଇଥିଲା।

Advertisment

ନୋଟିସ ଅନୁସାରେ ପୌର କର୍ମଚାରୀଙ୍କ ଉପସ୍ଥିତିରେ ପୁଲିସ ଫୋର୍ସ ମୁତୟନ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଲକ୍ଷ୍ମୀଯୋର କଡ଼ରେ କେତେକ କୁକୁଡ଼ା ମାଂସ ଦୋକାନ ଓ ଘର ଉପରେ ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲା।