ସାପ୍ତାହିଟ ହାଟରେ ବିଦେଶୀ ପର୍ଯ୍ୟଟକ

ପାପଡାହାଣ୍ଡି : ପାପଡାହାଣ୍ଡି ସାପ୍ତାହିକ ହାଟରେ ବିଦେଶୀ ଦଂପତ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏହି ଦଂପତ୍ତି ଜର୍ମାନରୁ ଆସିଥିବା ଜଣାପଡିଛି। ଦଂପତି ହାଟରେ ବୁଲିବା ସହ ବିଭିନ୍ନ ଫଳ ପନିପରିବା କିଣିଥିଲେ। ଏହି ଦଂପତ୍ତି ବିଦେଶୀ ନାଗରିକ ହୋଇଥିଲେ ମଧ୍ୟ ଭାରତୀୟ ସଂସ୍କୃତି ଅନୁସାରେ ପୋଷାକ ପିନ୍ଧିଥିବାରୁ ସେମାନଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ତେବେ ଏମାନେ ଏଠାକୁ କାହିଁକି ଆସିଥିଲେ ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର