ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ୫ ଲକ୍ଷ ୫୮ ହଜାର ୨୦୭ ଟଙ୍କା ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି କରି ମାନ୍ୟବର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ସିଡିଏମ୍ଓ ଓ ପୂର୍ବତନ ଆକାଉଣ୍ଟାଣ୍ଟକୁ ସାଢ଼େ ୩ ବର୍ଷ ଜେଲ ଓ ୩ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଆର୍ସିଏଚ୍ ଫେଜ-୧ରେ ୧୯୯୭ ମସିହାରୁ ୨୦୦୫ ମସିହା ମଧ୍ୟରେ କ୍ୟାସବୁକ୍ରେ ତଞ୍ଚକତା କରି ୫ ଲକ୍ଷ ୫୮ ହଜାର ୨୦୭ ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/jail.jpg)