ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ ହୋଇଛି। ସେ ତାଙ୍କ ଫରେଷ୍ଟ ପାର୍କ ହାଉସ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୧୯୫୯ ବ୍ୟାଚର ଆଇଏଏସ୍ ଶ୍ରୀ ଦାସ ୧୯୯୨ ମସିହା ଡିସେମ୍ବର ୧ ତାରିଖରୁ ୧୯୯୫ ମସିହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ଶାସନସଚିବ ଥିଲେ। ସେ ପ୍ରଖ୍ୟାତ କବୟିତ୍ରୀ ନିର୍ମଳା ଦେବୀଙ୍କ ପୁତ୍ର।

 

ସମ୍ବନ୍ଧିତ ଖବର