ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ କରୋନା

ଆଳି : ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଆଜି ଅପରାହ୍ନରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ଶର୍ମାଙ୍କୁ ୫ ଦିନ ତଳେ ଜ୍ବର ସହିତ ପରିସ୍ରା ସଂକ୍ରମଣ ହୋଇଥିଲା। ଚିକିତ୍ସା ପାଇଁ ଭୁବନେଶ୍ବରର କେୟାର ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ପରୀକ୍ଷାରେ କୋଭିଡ ପଜିଟିଭ ଥିବା ଜଣାପଡ଼ିଥିଲା ବୋଲି ତାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର