ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ ତରଫରୁ ପୋଷ୍ୟ ସନ୍ତାନ ପାଳନ ସପ୍ତାହ ଅବସରରେ ଆଜି ପୋଷ୍ୟ ସନ୍ତାନ ସଚେତନତା ରଥର ଶୁଭାରମ୍ଭ ହୋଇଥଲା । କଳାହାଣ୍ଡି ଜିଲ୍ଲାପାଳ ଡ଼ା ଗାଭାଲି ପରାଗ ହର୍ଷଦ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ,ଶିଶୁ ସୁରକ୍ଷା ୟୁନିଟ ଅଧ୍ୟକ୍ଷ ରାଜେଶ କୁମାର ନାୟକ,ଜୁଭେନିଆର ଜଷ୍ଟିସ ବୋର୍ଡ଼ ସଭ୍ୟ ରୂପେଶ ହୋତା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭବାନୀପାଟଣା : ପୋଷ୍ୟ ସନ୍ତାନ ସଚେତନତା ରଥର ଶୁଭାରମ୍ଭ
/sambad/media/post_attachments/wp-content/uploads/2020/11/bpt-photochild-awareness-ratha-inauguration.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)