ସମ୍ବଲପୁର : ଅଇଁଠାପାଲି ଗ୍ରୀଡ୍ ସବଷ୍ଟେସନ୍ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିଦ୍ୟୁତ୍ ଶନିବାର ୪ ଘଣ୍ଟା ବିଦ୍ୟୁତ୍ କାଟ ହେବ। ସକାଳ ୮ଟା ରୁ ଦିନ ୧୨ଟା ଯାଏ ଏହି ବିଦ୍ୟୁତ୍ କାଟ କରାଯିବ ବୋଲି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ କହାଯାଇଛି। ଅଇଁଠାପାଲି ଗ୍ରୀଡ୍ ଅଧୀନରେ ଆସୁଥିବା ରେମେଡ୍, ପାଞ୍ଚଗଛିଆ, ଡେଙ୍ଗସରଗି, ବରେଇପାଲି, ମଖନାପଡା ଆଦି ଅଞ୍ଚଳ ସହିତ ଏହାର ଆଖପାଖ ଅଞ୍ଚଳରେ ଏହି ବିଦ୍ୟୁତ କାଟ ହେବ।
ଅଇଁଠାପାଲି ଗ୍ରୀଡ୍ ସବଷ୍ଟେସନ୍ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଜି ୪ ଘଣ୍ଟା ବିଦ୍ୟୁତ୍ କାଟ୍
/sambad/media/post_attachments/wp-content/uploads/2020/08/Electricity.jpg)