ଭୁବନେଶ୍ୱର: ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଓ ଡାଲି ଯୋଗାଇବେ । ମାଗଣାରେ ଡାଲି ଓ ଚାଉଳ ଯୋଗାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀମାନଙ୍କୁ ଚଳିତ ଜୁଲାଇ ମାସ ଠାରୁ ୫ ମାସ ଯାଏଁ (ନଭେମ୍ବର ପର୍ଯ୍ୟନ୍ତ) ମାଗଣା ଚାଉଳ ଓ ଡାଲି ଦେବେ । ମୁଣ୍ଡ ପିଛା ୫ କେଜି ଚାଉଳ ଓ କେଜିଏ ଡାଲି ଦେବେ । ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ : ମାଗଣାରେ ୫ ମାସର ଚାଉଳ ଡାଲି ପାଇବେ ହିତାଧିକାରୀ
/sambad/media/post_attachments/wp-content/uploads/2020/06/naveen-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)