ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨: ଗଜପତି

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧. ଗୁମ୍ମା -୨୦, ସୁନେମି ମଣ୍ଡଳ, ନିର୍ଦ୍ବନ୍ଦ୍ବ, ବିଜେଡି
୨. କାଶୀନଗର- ୧୩, ବାଲା ସାୟାମ୍ମା, ନିର୍ଦ୍ବନ୍ଦ୍ବ, ବିଜେଡି
୩. ରା.ଉଦୟଗିରି -୨୧, ଲକ୍ଷ୍ମୀନାରାୟଣ ଶବର, ନିର୍ଦ୍ବନ୍ଦ୍ବ, ବିଜେଡି
୪. ରାୟଗଡ଼ -୨୧, ପୂର୍ଣ୍ଣବାସୀ ନାୟକ, ୧୮, ବିଜେଡି
୫. ନୂଆଗଡ଼ -୧୯, ମାଳତୀ ପ୍ରଧାନ, ୧୨, ବିଜେଡି
୭. ଗୋଷାଣୀ- ୨୧, ନାଗରମ୍‌ପଲୀ ଭୀରରାଜୁ ,୧୩, ବିଜେଡି
୭. ମୋହନା -୩୯, ରଞ୍ଜୀବ ଶବର, ୨୮, ବିଜେଡି

ସମ୍ବନ୍ଧିତ ଖବର