ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଗଜପତି

ପୁରୀ : ଆସନ୍ତାକାଲି ରଥଯାତ୍ରା ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ରଥକୁ ଆସିବା ପାଇଁ ଅନୁରୋଧ କରିଛନ୍ତି। ଆଜି ରାତିରେ ଗଜପତି ମହାରାଜା ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ଶଙ୍କରାଚାର୍ଯ୍ୟ କହିଛନ୍ତି, ସେ କୋଭିଡ୍‌-୧୯ ନିୟମ ଅନୁପାଳନ ସହ ୭ ଜଣ ଶିଷ୍ୟଙ୍କୁ ନେଇ ରଥରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବେ।

ସମ୍ବନ୍ଧିତ ଖବର