ଗଜପତି: ୫ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି, ଗୋଟିଏରେ ବିଜେପି

ଗଜପତି: ଗଜପତି ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଜିଲ୍ଲା ପରିଷଦର ୬ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୫ଟି ଜୋନରେ ଜିତିଥିବା ବେଳେ ବିଜେପି ଗୋଟିଏ ଆସନ ଜିତିଥିବା ଜଣାଯାଇଛି। ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ ଚୂଡ଼ାନ୍ତ ଫଳାଫଳ  ନିମ୍ନରୁ ଜାଣନ୍ତୁ:

ଗଜପତି ଦ୍ଵିତୀୟ ପର୍ଯ୍ୟାୟ ଗଣତି ଫଳାଫଳ

ବ୍ଳକ : କାଶୀନଗର ୨ ନମ୍ବର ଜୋନ

ବିଜେପି : ଏନ  କୋଟେଶ୍ବର ରାଓ -୮୪୪୩

ବିଜେଡି : ଜି ତିରୁପତି ରାଓ – ୧୦୨୯୯

କଂଗ୍ରେସ : ଗାସିନି ଗମାଙ୍ଗ – ୪୭୮

ବିଜେଡି ୧୮୫୬ ଭୋଟରେ ବିଜୟୀ ହଉଛନ୍ତି

ବ୍ଳକ : ଗୁମ୍ମା ୪ ନମ୍ବର ଜୋନ

ବିଜେପି : ବାସନ୍ତୀ ଶବର –  ୨୧୨୨

ବିଜେଡି : ସନ୍ଧ୍ୟା ଶବର -୧୨୫୫୬

କଂଗ୍ରେସ : ଗୀତାଞ୍ଜଳି ଭୂୟାଁ -୯୭୪୬

ବିଜେଡି : ୨୮୧୦ ଭୋଟରେ ବିଜୟୀ ହୋଉଛନ୍ତି

ବ୍ଳକ: ଗୋଷାଣୀ ୭ ନମ୍ବର ଜୋନ

ବିଜେପି : ଜେ ଭାରତୀ ଆମା – ୯୩୩୮

ବିଜେଡି : ପି ଲୀଳାବତୀ -୧୨୪୭୦

କଂଗ୍ରେସ : କାଳନ୍ଦୀ ମିଶାଲ – ୭୩୭

ବିଜେଡି : ୩୧୨୨ ଭୋଟରେ ବିଜୟୀ ହୋଇଛନ୍ତି

ବ୍ଳକ : ମୋହନା ୯ ନମ୍ବର ଜୋନ

ବିଜେପି : ସସ୍ମିତା ମଳିକ -୫୦୦୧

ବିଜେଡି : ଚନ୍ଦ୍ର ମଳିକ -୧୦୪୨୫

କଂଗ୍ରେସ : ରାଜୀବ ମଳିକ -୬୦୨୩

ବିଜେଡି : ୪୪୦୨ ଭୋଟରେ ବିଜୟୀ ହୋଉଛନ୍ତି

ବ୍ଳକ : ରା ଉଦୟଗିରି ୧୨ ନମ୍ବର ଯୋନ

ବିଜେପି : ଦଣ୍ଡପାଣି ବଡମୁଣ୍ଡି -୫୦୮୭

ବିଜେଡି : ଯୁଧିଷ୍ଠିର ବଡମୁଣ୍ଡି – ୪୯୪୮

କଂଗ୍ରେସ : କୁଞ୍ଜବିହାରୀ ପ୍ରଧାନ -୩୮୫୬ 3856

ବିଜେପି : ୧୩୯ ଭୋଟରେ ବିଜୟୀ

 

ବ୍ଳକ : ରାୟଗଡ ୧୪ ନମ୍ବର ଜୋନ

ବିଜେପି : ସୁକାନ୍ତି ବିଷୋୟୀ – ୮୩୭୧

ବିଜେଡି : ପିତାମ୍ବର ନାୟକ -୯୦୪୭

କଂଗ୍ରେସ : ସୁପ୍ରିୟା ପଡିଆମି -୩୬୮୧

ବିଜେଡି :୬୭୬ ଭୋଟରେ ବିଜୟୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର