ଜୁଆ ଆଡାରେ ଚଢ଼ଉ, ୪ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଖଲନା ନଦୀ ନିକଟରେ ଜୁଆଖେଳ ଚାଲିଥିବା ବେଳେ ଧରମବନ୍ଧା ପୁଲିସ୍ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିବା ସହ ୧୨୨୦ ଟଙ୍କା ଜବତ କରିଛି। ଅନ୍ୟ ୨ ଜଣ ଫେରାର ମାରିଥିଲେ।

ପରେ ପୁଲିସ୍ ସଂପୃକ୍ତ ୪ ଜଣକୁ ନୋଟିସ୍ ଦେଇ ଛାଡ଼ି ଦେଇଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର