ଟିଟୋ ଲିଙ୍କ୍‌: ଯୁବକଙ୍କୁ ଉଠାଇନେଲା ଏସ୍‌ଟିଏଫ୍‌

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଆଜି ରାତିରେ ତିନିମୁହାଣିସ୍ଥିତ ‘କମ୍ପ୍ୟୁଟର ଓ୍ଵାଲ୍‌ର୍୍ଡ’ ଦୋକାନରୁ ଜଣେ ଯୁବକଙ୍କୁ ଉଠାଇ ନେଇଛି। ଏହି ଯୁବକ ଜଣକ ହେଉଛନ୍ତି ସରୋଜ କୁମାର ପତି। ସେ ଟିଟୋର ଜମି କିଣା କାରବାରରେ ସଂପୃକ୍ତ ଥିବା ଜଣାପଡ଼ିଛି। ଏଥି ସହ ସରୋଜ ଟିଟୋର ଟଙ୍କା ସୁଧରେ ଲଗାଉଥିଲେ ବୋଲି ସୂଚନା ମିଳିଛି। ପ୍ରକାଶ ଥାଉ କି ସାରଥି ବାବାଙ୍କ ସହ ସଂପର୍କକୁ ନେଇ ମଧ୍ୟ ସେତେବେଳେ ସରୋଜ ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧିତ ଖବର