କଣ୍ଟାମାଳ : ମନମୁଣ୍ଡା ଥାନା ଅଞ୍ଚଳର ଦୁଇଟି ସ୍ଥାନରୁ ପୁଲିସ ଗଞ୍ଜେଇ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଟିକିରାପଡ଼ା ଗ୍ରାମର ଧନେଶ୍ୱର ମେହେର, ବିହାର ରାଜ୍ୟର ଅଖିଳେଶ ଗିରି ଓ ଝାରଖଣ୍ଡ ରାଜ୍ୟର ଗୁଲାବ ନବୀ। ଉଭୟ ଘଟଣାରେ ଜବତ ଗଞ୍ଜେଇର ଓଜନ ୧ କୁଇଣ୍ଟାଲ ୨୧ କେଜି ବୋଲି ପୁଲିସ କହିଛି।
ଗଞ୍ଜେଇ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2022/02/arrest.jpg)