୨୦୧୯ ସାଧାରଣ ନିର୍ବାଚନ

ମୋଟ ଭୋଟର ୩ କୋଟି ୧୮ ଲକ୍ଷ ୭୮୭
ପୁରୁଷ ଭୋଟର ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦
ମହିଳା ଭୋଟର ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫
ତୃତୀୟ ଲିଙ୍ଗ ଭୋଟର ୨ ହଜାର ୯୩୨

ଓଡ଼ିଶାରେ ୮ଟି ରାଜନୈତିକ ଦଳ 

ଦଳ    ଚିହ୍ନ
ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି) ହାତ
ଭାରତୀୟ ଜନତା ପାର୍ଟି (ବିଜେପି) ପଦ୍ମ
ବହୁଜନ ସମାଜବାଦି ପାର୍ଟି (ବିଏସ୍‌ପି) ହାତୀ
ଜାତୀୟ କଂଗ୍ରେସ ପାର୍ଟି (ଏନ୍‌ସିପି) ଘଣ୍ଟା
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଦା ଓ ଧାନକେଣ୍ଡା
ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌) ଦା, ହାତୁଡ଼ି ଓ ତାରା
ତୃଣମୂଳ କଂଗ୍ରେସ ଘାସ ଓ ଫୁଲ
ବିଜେଡି (ଆଞ୍ଚଳିକ ଦଳ) ଶଙ୍ଖ
୭ଟି ଜାତୀୟ ଓ ଗୋଟିଏ ଆଞ୍ଚଳିକ ଦଳ

ସର୍ବାଧିକ ମହିଳା ଭୋଟର ଥିବା ଜିଲ୍ଲା

ଗଞ୍ଜାମ ୧୩,୩୫,୫୧୦
କଟକ ୯,୬୭,୭୪୦
ମୟୂରଭଞ୍ଜ ୯,୧୬,୯୩୮
ଖୋର୍ଦ୍ଧା ୮,୬୭,୧୧୦
ବାଲେଶ୍ବର ୮,୬୫,୨୨
ସୁନ୍ଦରଗଡ଼ ୭,୪୮,୮୦୧
ଯାଜପୁର ୬,୮୭,୨୬୫
ପୁରୀ ୬,୪୯,୯୫୪

ସମ୍ବନ୍ଧିତ ଖବର