ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଜଣେ ବାଳିକାର ଡେଙ୍ଗୁ ଜ୍ବରରେ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକ ଜଣକ ହେଲେ ପୁରେନା ଗାଁର ପାହାନ୍ତି ମୁଟକିଆ (୧୭)। ପାହାନ୍ତିଙ୍କୁ ଜ୍ବର ହେବାରୁ ଘରଲୋକେ ସ୍ଥାନୀୟ ଡାକ୍ତରଖାନାେର ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶରେ ବୁର୍ଲା ମେଡିକାଲକୁ ନିଆଯାଇଥିଲା। େସଠାରେ ଚିକିତ୍ସିତ ଅବସ୍ଥାରେ ପାହାନ୍ତିର ପ୍ରାଣବାୟୁ ଉଡିଯାଇଥିଲା। କିଛି ଦିନ ପୂର୍ବରୁ ମିତ୍ରଭାନୁ ପଟେଲ ମଧ୍ୟ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।
ଡେଙ୍ଗୁ ନେଲା ଜୀବନ!
/sambad/media/post_attachments/wp-content/uploads/2018/08/Dengue.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)