ପରୀକ୍ଷାଫଳ ଖରାପ ଯୋଗୁଁ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲିଆପାଳ : ମାଟ୍ରିକ୍‌ ପରୀକ୍ଷାରେ ଖରାପ ଫଳାଫଳ ହୋଇଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତା ଛାତ୍ରୀ ଜଣକ ହେଲେ; ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଆଠବାଟିଆ ଗ୍ରାମର ସତ୍ୟନାରାୟଣ ସାହୁୁଙ୍କ ଝିଅ ସବିତା (୧୫)। ପରୀକ୍ଷା ଫଳ ଖରାପ ହୋଇଥିବା ନେଇ ସେ ଗତକାଲି ରାତିରେ ସବିତା କୀଟନାଶକ ପିଇ ଦେଇଥିଲେ।

ସମ୍ବନ୍ଧିତ ଖବର