କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କମାରଗଡ଼ା ସାତଶିଙ୍ଗାଠାରେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହୋଇଛି। ବୁଧବାର ଅପରାହ୍ଣ ୩ଟା ୨୦ରେ ଦୀପ୍ତିମୟୀ ରାଉତ ଫୁଲ ତୋଳୁଥିବା ବେଳେ ଜଣେ ଯୁବକ ନମ୍ବର ବିହୀନ କଳା ରଙ୍ଗର ବାଇକ୍ରେ ଆସି ତାଙ୍କ ବେକରୁ ସୁନାଚେନ୍ ଟାଣି ନେଇଥିଲେ। ଅଭିଯୋଗ ପରେ ନିକଟରେ ଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ ସୁନାଚେନ୍ ଲୁଟ୍ କରିବା ପରେ ବଣିଆପାଟ ରାସ୍ତାରେ ଫେରାର ହୋଇଯାଇଛି।
ସୁନାଚେନ୍ ଝିଙ୍କିନେଲେ
/sambad/media/post_attachments/wp-content/uploads/2022/12/loot-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)