ଭୁବନେଶ୍ୱର: ପାରାଦୀପରୁ ବାଙ୍ଗାଲୋରକୁ ସାର ନେଇ ଯାଉଥିବାବେଳେ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହି ଟ୍ରେନର ୧୬ଟି ଲାଇନଚ୍ୟୁତହୋଇଛି ।ଫଳରେ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ କର୍ତ୍ତୃପକ୍ଷ ଭୁବନେଶ୍ୱର- ଭଦ୍ରକ, ଭୁବନେଶ୍ୱର- ବ୍ରହ୍ମପୁର ଓ ବ୍ରହ୍ମପୁର- ଭୁବନେଶ୍ୱର ଟ୍ରେନ ସମେତ ୫ଟି ଟ୍ରେନକୁ ବାତିଲ କରିଥିବା ସୂଚନା ମିଳିଛି।
ନିର୍ଗୁଣ୍ଡି ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
/sambad/media/post_attachments/wp-content/uploads/2017/09/goods-train-derailed.jpg)