କଟକ : ପୁରୀ ଗୋପ ଥାନା ଆଇଆଇସି ସୌମ୍ୟଚିତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଥାନାର ଏକ ମାମଲାରେ ସେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଅଭିଯୋଗକାରୀଙ୍କଠୁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୌମ୍ୟଚିତଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିଲେ। ନିଲମ୍ବନ ଲାଗୁ ରହିବା ପର୍ଯ୍ୟନ୍ତ ସୌମ୍ୟଚିତ କଟକ କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଅଧିନରେ ରହିବେ ବୋଲି ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗୋପ ଥାନା ଆଇଆଇସି ସୌମ୍ୟଚିତ୍ କାର୍ଯ୍ୟରୁ ନିଲମ୍ବିତ
/sambad/media/post_attachments/wp-content/uploads/2019/06/gop-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)