୨୩ରେ ପୁରୀ ଆସିବେ ଆମିକସ୍‌ କ୍ୟୁରୀ, ବିଭିନ୍ନ ନିଯୋଗ ସହ କରିବେ ଆଲୋଚନା

ପୁରୀ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଫେବ୍ରୁଆରି ୨୩ରେ ପୁରୀ ଆସିବେ। ପୁରୀରେ ସେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ। ଧାର୍ଯ୍ୟ ସମୟରେ ସମସ୍ତ ପକ୍ଷ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର