ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ଶନିବାର, ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମି ବନ୍ଦ 

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମିକୁ ବନ୍ଦ ରଖାଯିବ। ରାମଲିଙ୍ଗେଶ୍ୱର ପାର୍କ ଏବଂ ତାମ୍ପରାକୁ ସୋମବାର ବନ୍ଦ ରଖାଯିବ।

ଅପରପକ୍ଷରେ ମା ତାରାତାରିଣୀ ପୀଠ ପ୍ରତ୍ୟେକ ବୁଧବାର ସାନିଟାଇଜେସନ ପାଇଁ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର