ବର୍ଦ୍ଧିତ ମହଙ୍ଗା ଭତ୍ତା ମଞ୍ଜୁର କଲେ ସରକାର

ଭୁବନେଶ୍ବର : ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟ ସରକାର ଆଜି ସରକାରୀ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ମଞ୍ଜୁର କରିଛନ୍ତି। ୨୦୨୧ ଜୁଲାଇ ମାସରୁ ପିଛିଲା ଭାବେ ଏହି ଭତ୍ତା ମିଳିବ। ପୂର୍ବରୁ କର୍ମଚାରୀମାନେ ବେସିକ୍ ପେ’ ଓ ଗ୍ରେଡ୍ ପେ’ ଉପରେ ୧୬୪% ମହଙ୍ଗା ଭତ୍ତା ପାଉଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୧୮୯% ହୋଇଛି। ଆଜି ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର