୨ ମେଡିକାଲ କଲେଜର ନାଁ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ୨ଟି ମେଡିକାଲ କଲେଜର ନାଁ ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ବଲାଙ୍ଗୀର ମେଡିକାଲ କଲେଜର ନାଁ ଭୀମ ଭୋଇ ମେଡିକାଲ ଆଣ୍ଡ ହସ୍ପିଟାଲ ରଖାଯାଇଛି। ସେହିଭଳି ବାଲେଶ୍ୱର ମେଡିକାଲ କଲେଜର ନାମ ଫକିର ମୋହନ ମେଡିକାଲ ଆଣ୍ଡ ହସ୍ପିଟାଲ ରଖାଯାଇଛି।

ସମ୍ବନ୍ଧିତ ଖବର