ଭୁବନେଶ୍ୱର: ଫନି ପ୍ରଭାବିତ ଲୋକମାନଙ୍କର ସହାୟତା ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଓ ରାଜଭବନର ୧୨୨ ଜଣ କର୍ମଚାରୀ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଆଜି ଏ ବାବଦକୁ ଏକ ଲକ୍ଷ ୮୬ ହଜାର ୨୦୭ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିନକର ଦରମା ଦେଲେ ରାଜ୍ୟପାଳ ଓ ରାଜଭବନର କର୍ମଚାରୀ
/sambad/media/post_attachments/wp-content/uploads/2018/11/Ganeshi-Lal_1.jpg)