ବଲାଙ୍ଗୀର: ରିମାଣ୍ଡଅବଧିସରିବାପରେ ଜେଲ୍ ଗଲାମମିତାମେହେରହତ୍ୟାମାମଲାରମୁଖ୍ୟଅଭିଯୁକ୍ତଗୋବିନ୍ଦସାହୁ। ୫ଦିନିଆରିମାଣ୍ଡଅବଧିସରିବା ପରେଗୋବିନ୍ଦସାହୁକୁଆଜିଭୋର ସମୟରେ ଏମର୍ଜେନ୍ସି ଗେଟ୍ ବାଟ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୁଚାଇ ପୁଲିସ ଏସଡିଜେଏମ କୋର୍ଟରେହାଜରକରାଯାଇଥିବାଜଣାଯାଇଛି।ତାପରେ ଗୋବିନ୍ଦସାହୁକୁକଣ୍ଟାବାଞ୍ଜିଜେଲକୁ ପଠାଇଦିଆଯାଇଥିବା ଜଣାଯାଇଛି।ଏହାପୂର୍ବରୁ, ରିମାଣ୍ଡସମୟ ସରିବା ଆଗରୁଗୋବିନ୍ଦସାହୁରସ୍ୱାସ୍ଥ୍ୟପରୀକ୍ଷାକରାଯାଇଥିଲା।ଗୋବିନ୍ଦଜଣେମଧୁମେହରୋଗୀହୋଇଥିବାହେତୁତାରଚେକ୍ଅପ୍କରାଯାଇଥିଲା। ଡ୍ରାଇଭର ରାଧେଶ୍ୟାମକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ରିମାଣ୍ଡସମୟରେମମିତାଙ୍କୁଯେଭଳିଭାବେହତ୍ୟାକରିଥିଲାତା’ର ‘ଡେମୋ’ ଗୋବିନ୍ଦସାହୁମହାଲିଙ୍ଗଷ୍ଟାଡିୟମ୍ରେପୁଲିସଆଗରେଦେଖାଇଥିଲା।ଅପରାଧସ୍ଥଳରେଅପରାଧିକଘଟଣାରପୁନଃସଂରଚନାନିମନ୍ତେପୁଲିସତାଙ୍କୁମହାଲିଙ୍ଗଷ୍ଟାଡିୟମ୍କୁନେଇଥିଲା।ମମିତାଙ୍କୁହତ୍ୟାକରିକେମିତିଗାତଖୋଳିପୋତିଥିଲା, ସେସମ୍ବନ୍ଧରେପ୍ରାୟ୧୫ମିନିଟ୍ ଧରିଗୋବିନ୍ଦପୁଲିସକୁକହିଥିଲା।ସେକହିଥିଲାକି, ପ୍ରଥମେକାଠଏବଂକାଠଉପରେମମିତାଙ୍କଶବକୁରଖି ‘ଜେସିବି’ଦ୍ୱାରାତାହାକୁଖଣ୍ଡବିଖଣ୍ଡକରିଥିଲା।ତା’ପରେଟାୟାର୍ ଓକେତୋଟିବେଞ୍ଚ୍କୁଭାଙ୍ଗିପୋଡ଼ିଦେଇଥିଲା।ମୋବାଇଲ୍ ଫୋନ୍କୁମଧ୍ୟଭାଙ୍ଗିସେହିଜଳନ୍ତାନିଆଁରେପକାଇଦେଇଥିଲା।