ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ ଅନୁମତି

ଭୁବନେଶ୍ୱର : ଶେଷରେ ୧୯୯୦ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଏଡିଜି ( ପ୍ରୋଭିଜନିଂ) ଯୋଗେଶ ବାହାଦୁର ଖୁରାନିଆ ଙ୍କୁ ରାଜ୍ୟ ସରକାର କେନ୍ଦ୍ରୀୟ ଡେପୁଟେସନରେ ଯିବା ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଖୁରାନିଆ ଦୀର୍ଘ ଦିନ ଧରି କେନ୍ଦ୍ରୀୟ ନିଯୁକ୍ତି ପାଇଁ ଆଖେଇଥିଲେ। ଅନ୍ୟପଟେ ଆଇପିଏସ୍‌ ଅଫିସର ତଥା ଏଡିଜି ବି ରାଧିକାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉପ ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର