ଭୁବନେଶ୍ୱର : ୧୪ ତାରିଖରୁ ଲଗାତର ଚାରିଦିନ ସରକାରୀ ଛୁଟି। ୧୪ ଓ ୧୫ ତାରିଖରେ ରାଜ୍ୟ ସରକାର ରଜ ଛୁଟି ଘୋଷଣା କରିଛନ୍ତି। ୧୬ ତାରିଖରେ ଇଦ୍ ପାଇଁ ଛୁଟି। ୧୭ ତାରିଖ ରବିବାର। ବ୍ୟାଙ୍କଗୁଡ଼ିକ ଆସନ୍ତାକାଲି ଖୋଲା ରହିବ। ୧୫ ତାରିଖ ରଜ ଓ ୧୬ ତାରିଖ ଇଦ୍ ଉପଲକ୍ଷେ ବ୍ୟାଙ୍କ ଛୁଟି ରହିବ। ତେବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକରେ ରଜ ଛୁଟି ନାହିଁ। କେବଳ ଶନିବାର ଇଦ୍ ପାଇଁ ଛୁଟି ରହିବ।
ଆଜି ଠାରୁ ସରକାରୀ ଛୁଟି
/sambad/media/post_attachments/wp-content/uploads/2018/06/Odisha-government-logo-copy.jpg)