ଭୁବନେଶ୍ବର : ଆସନ୍ତା ୧୪ ତାରିଖରୁ ୩ ଦିନ ବ୍ୟାପୀ ରଜ ଉତ୍ସବ ପାଳନ ହେବ। ଜୁନ୍ ୧୬ ତାରିଖ ଶେଷ ରଜ ଦିନ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ସେଦିନ ଦୁଇ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୬ ତାରିଖ ଶେଷ ରଜ ପାଇଁ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଅଫିସ୍ ବନ୍ଦ ରହିବ
/sambad/media/post_attachments/wp-content/uploads/2018/11/govt-employee-office-759.jpg)