ବନ୍ଦ ରହିବ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟସରକାର ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଏକ ଆଦେଶ ଜାରି କରାଯାଇଛି । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ତେବେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ ସଂପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଜାରି କରିନାହାନ୍ତି ।

ସମ୍ବନ୍ଧିତ ଖବର