ସମ୍ବଲପୁର : କବି ବିନୋଦ ଚନ୍ଦ୍ର ନାୟକଙ୍କ ପ୍ରସିଦ୍ଧ କବିତା ‘ଗ୍ରାମପଥ’ର ନାଟ୍ୟ ରୂପାନ୍ତର ଦୂରଦର୍ଶନ ସମ୍ବଲପୁର କେନ୍ଦ୍ରରୁ ପସ୍ତୁତ କରାଯାଇଛି। ଡ. କେଶରଂଜନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଲୁ’ ପଦମ୍ପୁରର କଳାକାରମାନେ ଏହାକୁ ପରିବେଷଣ କରିଛନ୍ତି। କାର୍ଯ୍ୟକ୍ରମରେ ଗୀତିକାର ତଥା ନାଟ୍ୟକାର ବିନୋଦ ପଶାୟତଙ୍କୁ କବି ବିନୋଦ ନାୟକଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମ ୩୧ ତାରିଖ ଶୁକ୍ରବାର ସକାଳ ୯ଟାରେ ଡିଡି ଓଡିଆରେ ପ୍ରସାରିତ ହେବ।
ଦୂରଦର୍ଶନରେ ଗ୍ରାମପଥ ଆଜି
/sambad/media/post_attachments/wp-content/uploads/2023/03/sambalpur-ggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)