ସବୁଜ ପତ୍ରିକାଧାରୀଙ୍କ ଗଣନା ହେବ

ଭୁବନେଶ୍ବର : ରାଜ୍ୟରେ ସବୁଜ ପତ୍ରିକାଧାରୀଙ୍କ ଗଣନା କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସବୁଜ ପତ୍ରିକାଧାରୀମାନଙ୍କର ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ କୌଣସି ତଥ୍ୟ ନ ଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ‌େହଉଛନ୍ତି। ଏହାକୁ ନେଇ ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର