ପୁରୀ: ଚିଲିକାରେ ମାଛଧରାକୁ କେନ୍ଦ୍ର କରି ଆଜି ଯମୁନାଗଡ଼ ସାହି ଓ ପାଟଣାଗାଁ ମଧ୍ୟରେ ସଂର୍ଘଷ ଘଟିଛି। ଉଭୟ ଗାଁ’ର ଲୋକେ ପରସ୍ପରକୁ ବନ୍ଧୁକ, ବୋମା ଆଦି ହାତହତିଆର ସହାୟତାରେ ଆକ୍ରମଣ କରିବାରୁ ଅନ୍ୟୂନ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚିକିତ୍ସା ପାଇଁ ଆହତମାନଙ୍କୁ କୃଷ୍ଣପ୍ରସାଦ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।