ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଉଲିସିର୍କା ଗ୍ରାମର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ଦୀର୍ଘ ୩ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ କରିବାକୁ ମନା କରିଦେବାରୁ ମହିଳାଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ଶୁକ୍ରବାର ନର୍ଲା ପୁଲିସ ଅଭିଯୁକ୍ତ ବିଜମଲ ଛତ୍ରିଆକୁ ଗିରଫ କରିଛି। ବିଜମଲ ସ୍ଥାନୀୟ ସର୍ଗିଗୁଡ଼ା ପଞ୍ଚାୟତରେ ଜିଆର୍ଏସ୍ ଭାବେ କାର୍ଯ୍ୟରତ। ପୁଲିସ ଅଭିଯୁକ୍ତ ବିଜମଲ୍କୁ ଗିରଫ କରି କୋର୍ଟଚାଲାଣ କରିଥବା ଜଣାପଡ଼ିଛି।
ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଜିଆରଏସ୍ ଗିରଫ
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)