ଭୁବନେଶ୍ୱର: ରାଜ୍ୟ ସରକାର ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ ଗାଇଡଲାଇନ ଜାରି କରିଛନ୍ତି। ସର୍ତ୍ତମୂଳକ ଭାବେ ହେଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ। ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍-ହାଉସ୍ ଅତିଥିଙ୍କ ଲାଗି ଖୋଲି ପାରିବ। ରେଷ୍ଟୁରାଣ୍ଟ ଏବଂ ହୋଟେଲ ଚାଲିପାରିବ। ସେହିପରି ଖାଦ୍ୟ ପାର୍ସଲ ଦେଇପାରିବେ। ରେଷ୍ଟୁରାଣ୍ଟରୁ ହୋମ୍ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତାକଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।
/sambad/media/post_attachments/wp-content/uploads/2020/08/s2.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/restaurant.jpg)