ଜ୍ଞାନଦେବ ପ୍ରଦେଶ କ˚ଗ୍ରେସ ମୁଖପାତ୍ର

ଭୁବନେଶ୍ବର : ପ୍ରଦେଶ କ˚ଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଇଞ୍ଜିନିୟର ଜ୍ଞାନଦେବ ବେଉରାଙ୍କୁ ପ୍ରଦେଶ କ˚ଗ୍ରେସ କମିଟିର ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ପିସିସି ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି। ରାହୁଲ ଗାନ୍ଧୀଙ୍କ େକାରାପୁଟ ଗସ୍ତବେଳେ େକନ୍ଦ୍ରାପଡା ଜିଲ୍ଲାର ଶ୍ରୀ େବଉରା ବିେଜପି ଛାଡି କେଂଗ୍ରସରେ େଯାଗ ଦେଇଥିଲେ।

ସମ୍ବନ୍ଧିତ ଖବର