କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ହ୍ଵାଟସ୍ଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପୋଷ୍ଟ କରି ରାଜନଗର ବ୍ଲକ୍ ଭାତପଡ଼ାର ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସ୍ୱାଇଁ ନିଲମ୍ବିତ ହୋଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ଉଦୟନାଥ ମାଝୀ ଗତକାଲି ଅଫିସିଆଲ୍ ହ୍ଵାଟସଆପ୍ ଗ୍ରୁପ୍ରେ ଏହି ଅଶ୍ଲୀଳ ଭିଡିଓ ପୋଷ୍ଟ କରାଯାଇଥିବା ଜାଣିବାକୁ ପାଇଥିଲେ। ଏହି ଭିଡିଓଟି ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ଶ୍ରୀ ସ୍ୱାଇଁ ପୋଷ୍ଟ କରିଥିବା ଜଣାପଡ଼ିଥିଲା।
ଅଫିସ୍ ହ୍ଵାଟସ୍ଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପକାଇ ପ୍ରଧାନଶିକ୍ଷକ ନିଲମ୍ବିତ
/sambad/media/post_attachments/wp-content/uploads/2018/09/sus.jpg-f.jpg)