ଭୁବନେଶ୍ବର : କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ମହିଳା କମିସନଙ୍କ ପକ୍ଷରୁ ଶୁଣାଣି ବନ୍ଦ କରାଯାଇଛି। ଆସନ୍ତା ମେ ୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ କୌଣସି ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। କେବେଠାରୁ ଶୁଣାଣି ଆରମ୍ଭ ହେବ ସେ ନେଇ ପରବର୍ତ୍ତୀ ନୋଟିସ୍ ପ୍ରକାଶ ପାଇବ।
ମହିଳା କମିସନରେ ୧ ତାରିଖରୁ ଶୁଣାଣି ବନ୍ଦ
/sambad/media/post_attachments/wp-content/uploads/2021/03/women-commissioner.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)