ତୁଷୁରା : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଜାରି ରହିଛି। ବୁଧବାର ଦିନ ପ୍ରାୟ ୧୧ଟାରେ ଜାମୁଟ- ଧନପୁର ଗମ୍ଭାରୀଗୁଡ଼ା ରାସ୍ତାର କୋତକୋମୁହାଣ ପୋଲ ଉପରେ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେଉଥିବାରୁ ୧୦ ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

Advertisment

ଏହି ପୋଲ ଆର ପାରିରେ  ୧୦ ଗୋଟି ଗ୍ରାମ ରହିଛି। ଡୁଙ୍ଗିବାହାଲ ଗ୍ରାମରୁ ଗୁଡ଼ଭେଲା ମଧ୍ୟରେ ଥିବା ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି।