ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ : ବିଜେପି ଓ କଂଗ୍ରେସର କଳା ପତାକା ପ୍ରଦର୍ଶନ

ଅନୁଗୁଳ/ଖମାର : ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ସକାଳେ ପାଳଲହଡ଼ା ବ୍ଲକ୍‌ର ଖମାର ଠାରେ ବିଜେପି ପକ୍ଷରୁ ଶ୍ରୀ ଜେନାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିବା ବେଳେ ଅପରାହ୍ଣରେ ଅନୁଗୁଳ ସହରର ପିଟିସି ଛକ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର