ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସମବାୟ ସ˚ଘ ଅଧ୍ୟକ୍ଷ ହେମନ୍ତ ନାୟକଙ୍କୁ ଜାତୀୟ ସମବାୟ ସ˚ଘ ସମନ୍ବୟ ଶିକ୍ଷାକ୍ଷେତ୍ର ପ୍ରକଳ୍ପ, କଟକର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଭାରତୀୟ ରାଷ୍ଟ୍ରୀୟ ସହକାରୀ ସ˚ଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ସତ୍ୟନାରାୟଣ ଗତ ୮ ତାରିଖରେ ଏ ସମ୍ପର୍କରେ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।
ଜାତୀୟ ସମବାୟ ସ˚ଘର ପ୍ରକଳ୍ପ ସମନ୍ବୟ ଅଧ୍ୟକ୍ଷ ହେଲେ ହେମନ୍ତ ନାୟକ
/sambad/media/post_attachments/wp-content/uploads/2018/10/hemanta-copy-f.jpg)