କଟକ: ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ପାଇଁ ହାଇକୋର୍ଟ ଛୁଟି ରହିବ। ହାଇକୋର୍ଟର ଅଫିସ ମଧ୍ୟ ଆସନ୍ତାକାଲି ବନ୍ଦ ରହିବ। ଏହି କାର୍ଯ୍ୟ ଦିବସକୁ ଭରଣା କରିବା ପାଇଁ ମେ’ ୫ ତାରିଖ, ଶନିବାର ଦିନ ହାଇକୋର୍ଟ ଖୋଲା ରହିବ। ଏ ସଂକ୍ରାନ୍ତରେ ହାଇକୋର୍ଟ ଏଷ୍ଟାବ୍ଲିସ୍ମେଣ୍ଟ ସହକାରୀ ରେଜିଷ୍ଟ୍ରାର୍ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଚନ୍ଦ୍ରଗ୍ରହଣ ପାଇଁ ହାଇକୋର୍ଟ ଛୁଟି
/sambad/media/post_attachments/wp-content/uploads/2017/11/high-court-2.jpg)