ଚନ୍ଦ୍ରଗ୍ରହଣ ପାଇଁ ହାଇକୋର୍ଟ ଛୁଟି

0

କଟକ: ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ପାଇଁ ହାଇକୋର୍ଟ ଛୁଟି ରହିବ। ହାଇକୋର୍ଟର ଅଫିସ ମଧ୍ୟ ଆସନ୍ତାକାଲି ବନ୍ଦ ରହିବ। ଏହି କାର୍ଯ୍ୟ ଦିବସକୁ ଭରଣା କରିବା ପାଇଁ ମେ’ ୫ ତାରିଖ, ଶନିବାର ଦିନ ହାଇକୋର୍ଟ ଖୋଲା ରହିବ। ଏ ସଂକ୍ରାନ୍ତରେ ହାଇକୋର୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ ସହକାରୀ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.