ହୀରାକୁଦ ଜଳସ୍ତର ୫୯୮.୫୦ ଫୁଟ

ସମ୍ବଲପୁର : ହୀରାକୁଦ ଜଳସ୍ତର ୫୯୮.୫୦ ଫୁଟରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ନଦୀବନ୍ଧକୁ ହାରାହାରି ୧୫୮୭୭ ଘନଫୁଟ ପାଣି ପ୍ରବେଶ, ୧୩୭୦୫ ଘନଫୁଟ ପାଣି ନିଷ୍କାସିତ ହେଉଛି। କେନାକୁ ୩୩୮୫ କ୍ୟୁସେକ ପାଣି ଛଡ଼ାଯାଉଛି।

ସମ୍ବନ୍ଧିତ ଖବର