ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୧.୩୧ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨୧,୪୫୮ ଘନଫୁଟ ପାଣି ପ୍ରବେଶ, ୯୭୯୦ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବୁର୍ଲା ପାଓ୍ବାର ହାଉସରେ ହାରାହାରି ୩୫.୦୦ ମେଗାଓ୍ବାଟ, ଚିପିଲିମାରେ ୩୪.୨୫୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୪.୦୬ ଏମଏମ ଏବଂ ତଳମୁଣ୍ଡରେ ୧.୦୬ ଏମଏମ ବର୍ଷା ରେକର୍ଡ କରାଯାଇଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୧.୩୧ ଫୁଟ
/sambad/media/post_attachments/wp-content/uploads/2019/07/da.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)