ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇ ୬୦୧.୬୦ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧୯,୫୩୮ ଘନଫୁଟ ପାଣି ପ୍ରବେଶ,୧୩,୭୦୬ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବୁର୍ଲା ପାଓ୍ବାର ହାଉସରେ ହାରାହାରି ୩୪.୧୨୫ ମେଗାଓ୍ବାଟ, ଚିପିଲିମାରେ ୩୦.୨୦୮ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୨.୦୨ ଏମଏମ ଏବଂ ତଳମୁଣ୍ଡରେ ୩.୦୧ଏମଏମ ବର୍ଷା ରେକର୍ଡ କରାଯାଇଛି।
ହୀରାକୁଦ ଜଳଭଣ୍ଡରର ଜଳସ୍ତର ୬୦୧.୬୦
/sambad/media/post_attachments/wp-content/uploads/2019/07/hirakud-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)