ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୮୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୧୦ ହଜାର ୮୭୪ ଘନଫୁଟ ପାଣି ପ୍ରବେଶ କରୁଛି ଓ ୧୮ ହଜାର ୫୯୧ ଘନଫୁଟ ପାଣି ନିଷ୍କାସିତ ହୋଇଛି। ପାଓ୍ବାର ଚେନାଲକୁ ୧୪ ହଜାର ୮୬୬ କ୍ୟୁସେକ, ବରଗଡ଼ କେନାଲ ୨୮୭୮ କ୍ୟୁସେକ, ଶାସନ ୬୦୦ କ୍ୟୁସେକ. ସମ୍ବଲପୁର ୭୭ କ୍ୟୁସେକ, କାରଖାନାକୁ ୧୭୦ କ୍ୟୁସେକ ପାଣି ଛଡ଼ାଯାଇଛି। ବୁର୍ଲାରେ ୯୧.୨୯୧ ମେଗାଓ୍ବାଟ, ଚିପିଲିମାରେ ୩୯.୨୫୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହୋଇଛି। ଉପର ମୁଣ୍ଡ ବର୍ଷା ୧.୭୩ ମିମି, ତଳମୁଣ୍ଡ ୧.୩୩ ମିମି ବର୍ଷା ରେକର୍ଡ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp