ହୀରାକୁଦ ଜଳସ୍ତର ୬୨୬.୯୧ ଫୁଟ

ସମ୍ବଲପୁର : ଶୁକ୍ରବାର ରାତି ୯ଟା ସୁଦ୍ଧା ହୀରାକୁଦ ନଦୀବନ୍ଧରେ ଜଳସ୍ତର ୬୨୬.୯୧ ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧୦ ହଜାର ୯୭୫ କ୍ୟୁସେକ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ବାଟ ଦେଇ ୧୫ ହଜାର ୭୩୯ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା।

ସମ୍ବନ୍ଧିତ ଖବର