ସମ୍ବଲପୁର : ସୋମବାର ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪ ଫୁଟ୍ ଛୁଇଁଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୧୪.୫୦ ଫୁଟ୍ରେ ପହଂଚିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୨୨,୮୩୭ କ୍ୟୁସେକ ପ୍ରବେଶ କରୁଥିବା ବେଳେ ୩୦,୮୬୩ କ୍ୟୁସେକ ନିଷ୍କାସିତ ହେଉଥିଲା। ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ୧୫,୧୫୧ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି କେନାଲଗୁଡ଼ିକରେ ୪,୫୪୯ କ୍ୟୁସେକ ଓ ପାଓ୍ଵାର ଚାନେଲରେ ୧୧,୧୬୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାର ଉପର ମୁଣ୍ଡରେ ୧.୫୯ ମିମି ଓ ତଳମୁଣ୍ଡରେ ୦.୨୩ ମିମି ବର୍ଷା ରେକର୍ଡ କରାଯାଇଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦ ଜଳସ୍ତର ୬୧୪ ଫୁଟ୍ ଛୁଇଁଲା
/sambad/media/post_attachments/wp-content/uploads/2018/08/dam-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)