ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ବୁଧବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୧.୫୪ ଫୁଟ୍ ରହିଥିବା ବେଳେ ଗୁରୁବାର ଏହି ସମୟରେ ୬୧୨.୧୦ ଫୁଟ୍ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ୩୯,୮୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୫,୭୫୯ କ୍ୟୁସେକ କେନାଲ ଓ ପାଓ୍ଵାର ଚାନେଲ ଦେଇ ନିଷ୍କାସିତ ହେଉଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨ ଫୁଟ୍ରେ ପହଞ୍ଚିଲା
/sambad/media/post_attachments/wp-content/uploads/2018/08/hira.jpg)