ଭୁବନେଶ୍ୱର: ରାଜ୍ୟ ସରକାର ଗୃହରକ୍ଷୀ (ହୋମ୍ଗାର୍ଡ)ଙ୍କ ଦୈନିକ ଭତ୍ତା ୨୪୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି ଏ ନେଇ ଗୃହ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଭାଗୀୟ ସୂଚନାନୁସାରେ ରାଜ୍ୟରେ ମୋଟ ୧୭୬୭୫ଜଣ ଗୃହରକ୍ଷୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୬୪୦୫ଜଣ ପୁରୁଷ ହୋଇଥିବା ବେଳେ ୧୨୭୦ଜଣ ମହିଳା। ସେମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତା ପ୍ରଦାନ କରାଯାଏ।
ଗୃହରକ୍ଷୀଙ୍କ ଭତ୍ତା ୩୦୦ ଟଙ୍କାକୁ ବୃଦ୍ଧି
/sambad/media/post_attachments/wp-content/uploads/2018/01/DelhiHomeGuard-Recruitment.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)